ଶବକୁ ମିଳିଲାନି ନିଜ ଲୋକଙ୍କ କାନ୍ଧ : ୨ ବର୍ଷର ପୁଅକୁ ଧରି ପୁଲିସ୍‌ ଦେଲା ମୁଖାଗ୍ନି

ମନେନ୍ଦ୍ରଗଡ଼: ଛତିଶଗଡ଼ର ମନେନ୍ଦଗ୍ରଡ଼ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାଗରୁଷା ପାଇଁ ଜଣେ ମୃତକଙ୍କୁ ତାଙ୍କ ପରିବାର ଲୋକ ଶେଷ ସମୟରେ କାନ୍ଧ ଟିକେ ଦେବାକୁ ବି ଆସିଲେ ନାହିଁ। ବାଧ୍ୟ ହୋଇ ପୁଲିସ୍‌ ଶବଟିର ଅନ୍ତିମ ସତ୍କାର କରିଛି। ଜାଣିବାକୁ ମିଳିଛି ‌ଯେ ପୁଲିସ୍‌ ମୃତକଙ୍କ ଦୁଇ ବର୍ଷର ପିଲାକୁ କାଖରେ ଧରି ମୃତକଙ୍କୁ ମୁଖାଗ୍ନି ଦେଇଥିବା ଜଣାପଡ଼ିଛି। ସୂଚନାରୁ ଜାଣିବାକୁ ମିଳିଛି ‌ଯେ ଗୌଲିୟର୍‌ର ବାସିନ୍ଦା … Continue reading ଶବକୁ ମିଳିଲାନି ନିଜ ଲୋକଙ୍କ କାନ୍ଧ : ୨ ବର୍ଷର ପୁଅକୁ ଧରି ପୁଲିସ୍‌ ଦେଲା ମୁଖାଗ୍ନି